ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.)- ଆଗାମୀ ୭ ଦିନ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
23 Oct 2025
ଗଞ୍ଜାମ, ୨୩ ଅକ୍ଟୋବର (ହି.ସ.)- ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ନେଇ ବିଜେଡ଼ି ପକ୍ଷରୁ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଘଟଣାରେ ବିଜେଡ଼ିର ..
ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ଓଡ଼ିଶା ପ୍ରସିଦ୍ଧ ଚରମ୍ପା କାଳୀପୂଜାରେ ଜନସାଧାରଣଙ୍କ ତୃଷା ନିବାରଣ ପାଇଁ ଏକ ଜଳଛତ୍ର ଶିବିର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଲାୟନ୍ସ ଇଂଟରନେସନାଲ ଡିଷ୍ଟ୍ରିଟ୍ ୩୨୨ସି୫ ର ସେକେଣ..
ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କୁ ଉଦେଶ୍ୟ ମୂଳକ ଏବଂ ସର୍ବସାଧାରଣରେ ବଦନାମ କରିବା ପାଇଁ ଏକ ସାମାଜିକ ଗଣମାଧ୍ୟମ ଅପପ୍ରଚାର କରିବା ଘଟଣା କୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ..
ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକ୍ ଅନ୍ତର୍ଗତ ଆଡିଆ ଗ୍ରାମ ପଂଚାୟତ ର ଆଡିଆ, ଅଡାଳପଙ୍କ ଓ ଆଗରପଡା ବଜାର ଠାରେ ଭଦ୍ରକ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ତେବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha