
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଆଖୁଆପଦା ଜଳ ସମ୍ପଦ ବିଭାଗ ଅଧିନ ହାଇ ଲେବଲ କେନାଲ ର ଦକ୍ଷିଣବାଡ଼ ପଂଚୟତ ହାତଡ଼ିହ ଗାଁ କୁ ଯାଇଥିବା ରାସ୍ତା ଅତୀବଶୋଚନୀୟ ହୋଇ ପଡ଼ି ଅଛି।ଏହି ରାସ୍ତା ଟି କେବଳ ଏହି ଗୋଟିଏ ଗାଁ କୁ ଯାଇଥିବାରୁ ବିଭାଗ ନଜର ଆଢୁଆଳ ରେ ରହିଯାଉଅଛି ବୋଲି ଗାଁ ର ପ୍ରଫୁଲ୍ଲ ପାତ୍ର , ଉମା ପାତ୍ର, ସତ୍ୟାନନ୍ଦ ମହାପାତ୍ର ଦେବ ପାତ୍ର ଦଶରଥି ପାତ୍ରରାମ ମହାପାତ୍ର ପ୍ରମୁଖ ମତ ଦେଇଛନ୍ତି। ଏହି ବାଟ ଦେଇ ପାଟୁଳି ପଂଚ।ୟତ ର ଅ ରେ କଣା ଓ ଦୁଇ ମୁଣ୍ଡା ସାହି କୁ ରାସ୍ତା ଯାଇଥିବା ସୂଚିତ କରିଛନ୍ତି। ୨୦୧୯ମସିଆ ରେ ଏଥିରେ ପିଚୁ କାର୍ଯ୍ୟ କରାଯାଇଥିଲା, ସେତେବେଳେ ନିମ୍ନ ମାନ ର କାର୍ଯ୍ୟ ଯୋଗୁ ମାତ୍ର ଏକ ବର୍ଷ ରେ ରାସ୍ତା ଦ ବି ପିଚୁ ନଷ୍ଟ ହୋଇ ଥିଲା। ସେବେ ଠାରୁ ଏପରି ଦହଣୀୟ ସ୍ଥିତି ରେ ଲୋକ ମାନେ ବ୍ଲକ ହେଡ଼ କ୍ୱାର୍ଟର କୁ ଯିବା ଆସିବା କରୁଛନ୍ତି। ବିଭାଗ ଦୃଷ୍ଟି ଦେବାକୁ ଦାବୀ ହୋଇ ଅଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ