ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି। ଅକ୍ଟୋବର ୨୮ ତାରିଖ ଫର୍ମ ପୂରଣର ଶେଷ ତାରିଖ ଥିଲା । କଲେଜ କର୍ତୃପକ୍ଷଙ୍କ ନିବେଦନ ପରେ ସିଏଚ
ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି


ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି। ଅକ୍ଟୋବର ୨୮ ତାରିଖ ଫର୍ମ ପୂରଣର ଶେଷ ତାରିଖ ଥିଲା । କଲେଜ କର୍ତୃପକ୍ଷଙ୍କ ନିବେଦନ ପରେ ସିଏଚଏସସଇ ଏହି ନିଷ୍ପତି ନେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande