ଦୀପ ଯଜ୍ଞ ଅନୁଷ୍ଠିତ
Bhubaneswar, 2 ନଭେମ୍ବର (ହି.ସ.) ଜୟପୁର ଗାୟତ୍ରୀ ପରିବାର ମାଧ୍ୟମରେ ଜୟପୁର ବେଦ ମୂର୍ତ୍ତି ତୋପ ନିଷ୍ଠ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଙ୍କ ସଂକଳ୍ପ ମାନବ ମଧ୍ୟ ରେ ଦେବତ୍ୱର ଜାଗରଣ ଧରାରେ ସ୍ବର୍ଗ ର ଅବତରଣ ସଂକଳ୍ପ କୁ ସାକାର କରିବା ନିମନ୍ତେ ଗ୍ରାମ ଗ୍ରାମ ବୁଲି ଦୀପ ଯଜ୍ଞ ମାଧ୍ୟମ ରେ
ଦୀପ ଯଜ୍ଞ ଅନୁଷ୍ଠିତ


Bhubaneswar, 2 ନଭେମ୍ବର (ହି.ସ.)

ଜୟପୁର ଗାୟତ୍ରୀ ପରିବାର ମାଧ୍ୟମରେ ଜୟପୁର ବେଦ ମୂର୍ତ୍ତି ତୋପ ନିଷ୍ଠ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଙ୍କ ସଂକଳ୍ପ ମାନବ ମଧ୍ୟ ରେ ଦେବତ୍ୱର ଜାଗରଣ ଧରାରେ ସ୍ବର୍ଗ ର ଅବତରଣ ସଂକଳ୍ପ କୁ ସାକାର କରିବା ନିମନ୍ତେ ଗ୍ରାମ ଗ୍ରାମ ବୁଲି ଦୀପ ଯଜ୍ଞ ମାଧ୍ୟମ ରେ ଋଷି ପରମ୍ପରା ର ପୁନଃ ଜାଗରଣ କର।ଯାଉ ଅଛି । ଇତି ମଧ୍ୟରେ କୋରାପୁଟ ଜିଲ୍ଲା ଗାୟତ୍ରୀ ପରିବାର ସପ୍ତସୁତ୍ରୀ କାର୍ଯକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି ଙ୍କ ଦ୍ଵାରା ଭଟ୍ଟା ଛିଞ୍ଚି ଠାରେ , ଓ ସତ୍ୟ ନାରାୟଣ ପାତ୍ର ଙ୍କ ଦ୍ଵାରା ନୁଆପୁଟ ଠାରେ ୨ଟି ଦୀପ ଯଜ୍ଞ ସମ୍ପନ୍ନ ହୋଇ ଯାଇଛି lଏଥିରେ ସହୋଯୋଗ କରିଥିଲେ କୋରାପୁଟ ଜିଲ୍ଲା ସଂଯୋଯୋକ ସୁ ଶ୍ରୀ ଋତୁମ୍ବରା ପାତ୍ର , ଗଙ୍ଗାଧର ପାଣିଗ୍ରାହୀ, ଶୁଭଶ୍ରୀ ପାଣିଗ୍ରାହି ,ଗଙ୍ଗାଧର ପାତ୍ର , ସାଗର ବିଶ୍ଵାଳ , ଜ୍ୟୋତି ରଞ୍ଜନ ପାଣିଗ୍ରାହି , ରତନ ଭାଇ , ପ୍ରଜ୍ଞା ପରୀମିତା ପାଣିଗ୍ରାହି , ପ୍ରୋଦୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande