
Bhubaneswar, 2 ନଭେମ୍ବର (ହି.ସ.)
ଜୟପୁର
ପ୍ରଜ୍ଞାନ ମିଶନ୍ ଅ।ନୁକୁଲ୍ୟ ରେ ଜୟପୁର ସ୍ତିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସାରଦା ବିହାର ଠାରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ରବିବାର ସଂଯୋଜୋକ ଆଲୋକ ପାଣିଗ୍ରାହି , ଙ୍କ ଆହ୍ବାନ କ୍ରମେ ଆୟୋଜିତ ହୋଇଯାଇଅଛି l ଏହି କାର୍ଯକ୍ରମ ରେ ଜୟପୁର ବ୍ଲକ ର ସମସ୍ତ ସ୍କୁଲ୍ ମାନଙ୍କରୁ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ବିଶେଷ ଭାବେ ସରସ୍ୱତୀ ଶିଶୁ ମନ୍ଦିର ଓ ମଡର୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ବିଚାରକ ଭାବେ ଗାୟତ୍ରୀ ପରିବାର ସପ୍ତସୁତ୍ରି ଆନ୍ଦୋଳନ ପ୍ରମୁଖ ଶ୍ରୀ ନିରଞ୍ଜନ ପାଣିଗ୍ରାହି ,ସତ୍ୟ ସାଇ ସେବା ସମିତି ର ଶ୍ରୀ କିଶୋର ତ୍ରିପାଠୀ ,ଦିବ୍ୟ ଜୀବନ ସଂଘ ରୁ ଶ୍ରୀ ରବିଶଙ୍କର ଷଡ଼ଙ୍ଗୀ, ପ୍ରକାଶ ମିଶ୍ର , ଶାନ୍ତିଲତା ସାମନ୍ତ ରାୟ ,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିକ୍ରମ ଦେବ ମହାବିଦ୍ୟାଳୟ ର ସଭାପତି ଶ୍ରୀଜ୍ୟୋତି ରଞ୍ଜନ ପାଣିଗ୍ରାହି , କ ଗୋପାଳ କ୍ରିଷ୍ଣା , ଅରୋବିନ୍ଦ ମହାପାତ୍ର ,ତାରିଣୀ ପ୍ରସାଦ ମିଶ୍ର ,କ ଭି କ୍ରିଷ୍ଣା ରାଓ ଥିବା ବେଳେ ସହଯୋଗ କରି ଥିଲେ , ଏମ ଶ୍ରୀନିବାସ , କୃଷ୍ଣ ଚନ୍ଦ୍ର ପାଢି ,ରମେଶ ଚନ୍ଦ୍ର ବେହେରା , ଜ୍ୟୋତି ପାତ୍ର ,ପ୍ରକାଶ ମହାରଣା ,ପ୍ରତାପ ମୁଦୁଲି ଶେଷଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି