କଶ୍ମୀର ଟାଇମ୍ସ କାର୍ଯ୍ୟାଳୟ ଉପରେ ଏସଆଇଏ ରେଡ୍, ଦେଶ ବିରୋଧୀ ଗତିବିଧିକୁ ପ୍ରୋତ୍ସାହନ ଦେବା ଅଭିଯୋଗ
ଜମ୍ମୁ, 20 ନଭେମ୍ବର (ହି.ସ.)- ଜମ୍ମୁ ଏବଂ କାଶ୍ମୀର ପୁଲିସର ଷ୍ଟେଟ୍ ଇନଭେଷ୍ଟିଗେସନ୍ ଏଜେନ୍ସି ଦେଶବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଗୁରୁବାର କାଶ୍ମୀର ଟାଇମ୍ସ କାର୍ଯ୍ୟାଳୟରେ ରେଡ୍ କରିଛି। ଜଣେ ଅଧିକାରୀ କହିଛନ୍ତି ଯେ ଗଣମାଧ୍ୟମ ବିରୁଦ୍ଧର
କଶ୍ମୀର ଟାଇମ୍ସ କାର୍ଯ୍ୟାଳୟ     ଉପରେ ଏସଆଇଏ ରେଡ୍, ଦେଶ ବିରୋଧୀ ଗତିବିଧିକୁ ପ୍ରୋତ୍ସାହନ ଦେବା ଅଭିଯୋଗ


ଜମ୍ମୁ, 20 ନଭେମ୍ବର (ହି.ସ.)- ଜମ୍ମୁ ଏବଂ କାଶ୍ମୀର

ପୁଲିସର ଷ୍ଟେଟ୍ ଇନଭେଷ୍ଟିଗେସନ୍ ଏଜେନ୍ସି ଦେଶବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା

ଅଭିଯୋଗରେ ଗୁରୁବାର କାଶ୍ମୀର ଟାଇମ୍ସ କାର୍ଯ୍ୟାଳୟରେ ରେଡ୍ କରିଛି।

ଜଣେ ଅଧିକାରୀ କହିଛନ୍ତି ଯେ ଗଣମାଧ୍ୟମ

ବିରୁଦ୍ଧରେ “ଦେଶର ହିତବିପରୀତ

କାର୍ଯ୍ୟକଳାପର ମହିମାମଣ୍ଡନ” କରିବାକୁ ନେଇ ମାମଲା ରୁଜୁ କରାଯାଇଛି। ରେଡ୍ ସମୟରେ ଏସଆଇଏଟିମ୍ ଖବରକାଗଜ କାର୍ଯ୍ୟାଳୟ ଏବଂ କମ୍ପ୍ୟୁଟରଗୁଡ଼ିକର

ସମ୍ପୁର୍ଣ୍ଣ ତଲାସୀ ନେଇଛି ।

ଏହି ମାମଲାରେ ପବ୍ଲିକେସନ୍

ଏବଂ ତାହାର ପ୍ରମୋଟରମାନଙ୍କ ବିରୋଧରେ ମାମଲା ଦାଖଲ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପଚରାଉଚରା

କରାଯାଇପାରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande