ଶିଖ ଧର୍ମର ପ୍ରଥମ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବର ଅଭିନନ୍ଦନ ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 5 ନଭେମ୍ବର (ହି.ସ.)- ଶିଖ ଧର୍ମର ପ୍ରଥମ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବର ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜୀବନ ଓ ବାଣୀ ସର୍ବଦା ସମୟରେ ମାନବଜାତିଙ୍
ଶିଖ ଧର୍ମର ପ୍ରଥମ ଗୁରୁ     ନାନକ ଦେବଙ୍କ ପ୍ରକାଶ ପର୍ବର ଅଭିନନ୍ଦନ ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 5 ନଭେମ୍ବର (ହି.ସ.)- ଶିଖ ଧର୍ମର ପ୍ରଥମ

ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବର ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ

ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜୀବନ ଓ ବାଣୀ ସର୍ବଦା

ସମୟରେ ମାନବଜାତିଙ୍କୁ ତାଙ୍କ ଅମର ଜ୍ଞାନରେ ପଥଦର୍ଶନ କରୁଛି। କରୁଣା, ସମାନତା, ନମ୍ରତା ଓ ସେବା ସମ୍ବନ୍ଧୀୟ ତାଙ୍କ ଉପଦେଶ ଅତ୍ୟନ୍ତ ପ୍ରେରଣାଦାୟକ।

ତାଙ୍କ ପ୍ରକାଶ ପର୍ବ ଅବସରରେ ଅନେକ ଅନେକ ଶୁଭେଚ୍ଛା। ତାଙ୍କ ଦିବ୍ୟ ଆଲୋକ ସଦା ସର୍ବଦା ଆମ

ପୃଥିବୀକୁ ଉଜ୍ଜ୍ୱଳ କରୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande