
ଗଞାମ, ୯ ନଭେମ୍ବର (ହି.ସ.)- ଗଞାମ ଜିଲା ପାଟପୁର ଅଂଚଳରୁ ଜଣେ ନାବାଳିକାକୁ ଅପହରଣ ଘଟଣାରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପାଟପୁର ଥାନା ଏସ ଆଇ ଶୁଭଲକ୍ଷ୍ମୀ କହଁର ପୀଡିତା ନାବାଳିକାକୁ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ଯୁବକ ଶିବରାମ ଓରଫ ଦାଦଲ ଡାକୁଆକୁ ଗିରିଫ କରବାପରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ