ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ
ଜୟପୁର, ୧୬ ଡିସେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଜଣେ ମହିଳା ସହ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁନ୍ତରଖାଲର ଘାସି ରାମ ହରିଜନ । ସୂଚନା ଅନୁଯାଇ, ଦେଶି ମଦ ଚାଲାଣ ଖବର ପାଇ ଜୟପୁର ଅବକାରି ଥାନା ଆଜି ଖୁନ୍ତ
ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ


ଜୟପୁର, ୧୬ ଡିସେମ୍ବର (ହି.ସ.)-

ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଜଣେ ମହିଳା ସହ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁନ୍ତରଖାଲର ଘାସି ରାମ ହରିଜନ ।

ସୂଚନା ଅନୁଯାଇ, ଦେଶି ମଦ ଚାଲାଣ ଖବର ପାଇ ଜୟପୁର ଅବକାରି ଥାନା ଆଜି ଖୁନ୍ତରଖାଲରେ ଚଢଉ କରି ୮ ଲିଟର ଓ ପାଲ୍ଲିଗୁଡାରେ ଜଣେ ଅଭିଯୁକ୍ତ ଠାରୁ ୯ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରଣ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande