
ଭୁବନେଶ୍ୱର, 16 ଡିସେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଏଚଡି କୁମାରସ୍ୱାମୀଙ୍କୁ
ଜନ୍ମଦିନର ଶୁଭେଚ୍ଛା।
ଆଗାମୀ ବର୍ଷ ତାଙ୍କ ପାଇଁ ସୁସ୍ୱାସ୍ଥ୍ୟ, ସୁଖ ଏବଂ ଦେଶସେବାରେ
ଅବିରତ ସଫଳତା ନେଇଆସୁ—ଏହି କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା