
ନୂଆଦିଲ୍ଲୀ, 16 ଡିସେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ
କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଏଚଡିକୁମାରସ୍ୱାମୀଙ୍କୁ
ଜନ୍ମଦିନର ଶୁଭେଚ୍ଛା। ସେ ଲୁହା ଓ ଭାରୀ ଶିଳ୍ପକ୍ଷେତ୍ରରେ ତାଙ୍କର କାର୍ଯ୍ୟ ମାଧ୍ୟମରେ
ଆତ୍ମନିର୍ଭରତା ପ୍ରତି ଆମର ପ୍ରୟାସକୁ ଶକ୍ତିଶାଳୀ କରୁଛନ୍ତି। ସମାଜସେବାରେ ସେବା ଦେଇ ଦୀର୍ଘ
ଏବଂ ସୁସ୍ୱାସ୍ଥ୍ୟ ଜୀବନ ପ୍ରାପ୍ତ କରୁନ୍ତୁ ଏହି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା