ନିଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବରେ ମୁଖ୍ୟ ମନ୍ତ୍ରୀ
ଗଞାମ, 17 ଡିସେମ୍ବର (ହି.ସ.)ଓଡିଶା ମୂଖ୍ୟ ମନ୍ତ୍ରୀ ମୋହନ ଚରଣମାଝି ଆଜି ଦିନିକିଆ ଗଞାମ ଜିଲା ଗସ୍ତରେ ଆସି ମଧ୍ୟାହ୍ନ ରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 42ତମ ବାର୍ଷିଉଛବରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହିଅନୁଷ୍ଠାନରକର୍ମକର୍ତ୍ତା ଗୁରୁ ଜୀଗୁରୁମାଓ ଛାତ୍ର ଛାତ୍ରୀ
ନିଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବରେ ମୁଖ୍ୟ ମନ୍ତ୍ରୀ


ଗଞାମ, 17 ଡିସେମ୍ବର (ହି.ସ.)ଓଡିଶା ମୂଖ୍ୟ ମନ୍ତ୍ରୀ ମୋହନ ଚରଣମାଝି ଆଜି ଦିନିକିଆ ଗଞାମ ଜିଲା ଗସ୍ତରେ ଆସି ମଧ୍ୟାହ୍ନ ରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 42ତମ ବାର୍ଷିଉଛବରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହିଅନୁଷ୍ଠାନରକର୍ମକର୍ତ୍ତା ଗୁରୁ ଜୀଗୁରୁମାଓ ଛାତ୍ର ଛାତ୍ରୀ ମାନେ ଅକ୍ଳାନ୍ତ ଅଧ୍ଧାବସାୟତଥାପରିଶ୍ରମକରିରାଜ୍ଯରେଶିକ୍ଷାମୂଲ୍ଯାକଂନରେ ପ୍ରଥମ ସ୍ଥାନ ରଖୁଥିବା ଜାଣିଖୁସିବ୍ଯକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନେ ଆଦର୍ଶ ଜୀବନ ରପଥିକ ହେବାକୁ ଉପଦେଶ ଥିଲେ ।ଦୁଇଟି ଶିକ୍ଷାବୋର୍ଡ ଭାଗିଂପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଗୋଟିଏ ବୋର୍ଡ ରହିବ।ରାଜ୍ଯରେ 45ହଜାର ଶିକ୍ଷକ ଶିକ୍ଷୟତ୍ରୀକୁଂ ନିଯୁକ୍ତି ଦିଆଯିବ । ତିନି ବର୍ଷପରେ ଚୁକ୍ତି ଭିତିକଶିକ୍ଷକ ମାନଙ୍କୁ ନିୟମିତ କରାଯିବବୋଲିଏହିଅବସରରେସେସୂଚନାଦେଇଥିଲେ। ମୂଖ୍ୟ ମନ୍ତ୍ରୀ ଆଜି ସକାଳେ ହେଲିକେପ୍ଟରଆସିସିଟିହସପିଟାଲ ଖେଳପଡିଆରେ ଅବତରଣକରି ରାମଲିଂଗମ ଟ୍ଯାଂକ ନିକଟରେ ଥିବା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀବାଜପେୟୀକଂ ପ୍ରତିମୂର୍ତ୍ତି ରେ ମାଲ୍ଯାର୍ପଣକରିଥିଲେ। ଏହା ପରେ ପଦ୍ମଶ୍ରୀ ମୋହନ ନାୟକ କଂ ପ୍ରତିମୂର୍ତ୍ତି ରେପୁଷ୍ପମାଲ୍ଯଦେଇ ମଧ୍ଧାହ୍ନରେବିଦ୍ଯାମନ୍ଦିର ବାର୍ଷିକ ଉଛବ ଯୋଗ ଦେଇଥିଲେ । ଅପରାହ୍ନ ମଧ୍ୟାହ୍ନ ଭୋଜନ କରି ପୂଣିହେଲିକେପ୍ଟରରେମୂଖ୍ୟ ମନ୍ତ୍ରୀ ଭୁବନେଶ୍ବର ଫେରି ଛନ୍ତି । ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande