ପିଏମ ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବାକୁ ଐତିହାସିକ କ୍ଷଣ କହିଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.) ପିଏମ ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବାକୁ ଐତିହାସିକ କ୍ଷଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଐତିହାସିକ ମୁହ
ପିଏମ ମୋଦିଙ୍କୁ ସମ୍ମାନ


ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.) ପିଏମ ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ

ସମ୍ମାନରେ ସମ୍ମାନିତ କରାଯିବାକୁ ଐତିହାସିକ କ୍ଷଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଐତିହାସିକ ମୁହୂର୍ତ୍ତ!

ଇଥିଓପିଆ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସେହି ଦେଶର ସର୍ବୋଚ୍ଚ

ନାଗରିକ ସମ୍ମାନ“ଦ୍ ଗ୍ରେଟ୍ ଅନର୍

ନିଶାନ୍ ଅଫ୍ ଇଥିଓପିଆ”ଦ୍ୱାରା ସମ୍ମାନିତ

କରାଯିବା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଓ ଆନନ୍ଦିତ କରୁଛି।

ପ୍ରଧାନମନ୍ତ୍ରୀଙ୍କୁ ପ୍ରାପ୍ତ ଏହି ୨୮ତମ ଆନ୍ତର୍ଜାତିକ ସମ୍ମାନ

ଭାରତର ସଶକ୍ତ ବିଦେଶ ନୀତି, ବିଶ୍ୱସନୀୟ ନେତୃତ୍ୱ ଏବଂ ବଢୁଥିବା ବିଶ୍ୱ ପ୍ରଭାବକୁ ପ୍ରତିବିମ୍ବିତ

କରେ। ପ୍ରଧାନମନ୍ତ୍ରୀ ଜୀ ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କୁ ସମର୍ପିତ କରିଛନ୍ତି।

ମାନନୀୟ

ପ୍ରଧାନମନ୍ତ୍ରୀଙ୍କୁ ଏହି ଅତ୍ୟନ୍ତ ପ୍ରତିଷ୍ଠିତ ସମ୍ମାନ ପାଇଁ ହୃଦୟପୂର୍ଣ୍ଣ ଅଭିନନ୍ଦନ।

ଆପଣଙ୍କ ନେତୃତ୍ୱ ଭାରତକୁ ପ୍ରତି ମୁହୂର୍ତ୍ତରେ ନୂଆ ଉଚ୍ଚତା ଦିଗରେ ଆଗେଇ ନେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande