ରାଜ୍ୟରେ ଆରମ୍ଭ ହେବକୁ ଯାଉଛି ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ରାଜ୍ୟରେ ଆରମ୍ଭ ହେବକୁ ଯାଉଛି ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ।ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ 25 ବରପୁତ୍ରଙ୍କ ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁକୁ ୧୫ କୋଟି ହ
ରାଜ୍ୟରେ ଆରମ୍ଭ ହେବକୁ ଯାଉଛି     ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ରାଜ୍ୟରେ ଆରମ୍ଭ ହେବକୁ

ଯାଉଛି ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ।ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ

ଅନ୍ତର୍ଭୁକ୍ତ କରାଯିବ।

ପ୍ରଥମ ପର୍ଯ୍ୟାୟରେ 25 ବରପୁତ୍ରଙ୍କ

ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁକୁ ୧୫ କୋଟି ହିସାବରେ ୩୪୫ କୋଟି ଖର୍ଚ୍ଚ

ହେବ।ସଂଗ୍ରାଳୟ ସହ ପାଠାଗାର, ପ୍ରତିମୂର୍ତ୍ତି

ପ୍ରମୁଖ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ

ସୁରଜ । ସ୍ଥାନୀୟ ଲୋକ,ଛାତ୍ର

ଛାତ୍ରୀ ମାନଙ୍କ ଭିତରେ ବରପୁତ୍ରଙ୍କ ପାଇଁ ଚେତନା ଆଣିବାରେ ସହାୟ ହେବ ।100 କୋଟି ଟଙ୍କାର

ବଜେଟ ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ ହୋଇଛି ଖୁବ ଶୀଘ୍ର କାମ ଆରମ୍ଭ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande