ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ କମେଡିଆନ୍ ଗୁଲୁଆ
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ କମେଡିଆନ୍ ଗୁଲୁଆ । ମୋ ଜୀବନ ପ୍ରତି ବିପଦ ଅଛି। ମୋ ଗୋଡ଼ ହାତ ଭାଙ୍ଗି ଦେବେ ବୋଲି ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ କରି ସୁରକ୍ଷା ମାଗିଛନ୍ତି କମେଡିଆନ ଗୁଲୁଆ । ---------------
ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ     କମେଡିଆନ୍ ଗୁଲୁଆ


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ସୋସିଆଲ ମିଡିଆରେ

ସୁରକ୍ଷା ମାଗିଲେ କମେଡିଆନ୍ ଗୁଲୁଆ । ମୋ ଜୀବନ ପ୍ରତି ବିପଦ ଅଛି। ମୋ ଗୋଡ଼ ହାତ ଭାଙ୍ଗି ଦେବେ

ବୋଲି ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ କରି ସୁରକ୍ଷା ମାଗିଛନ୍ତି କମେଡିଆନ ଗୁଲୁଆ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande