ଜଳବାୟୁ ପରିବର୍ତନ ପାଇଁ ଚିଲିକାରେ ବିଦେଶୀ ପକ୍ଷୀ ସଂଖ୍ୟା କମିଛି - ମନ୍ତ୍ରୀ
ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ଜଳବାୟୁ ପରିବର୍ତନ ପାଇଁ ଚିଲିକାରେ ବିଦେଶୀ ପକ୍ଷୀ ସଂଖ୍ୟା କମିଛି । ଚଳିତ ବର୍ଷ ଚିଲିକାକୁ ବିଦେଶୀ ପକ୍ଷୀ କମ ଆସିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ଏହା କହିଛନ୍ତି। ସେ କହିଛନ୍ତି ୨୦୨୪ ଅପେକ୍ଷା ୨୦୨୫ରେ ୧୦
ଜଳବାୟୁ ପରିବର୍ତନ ପାଇଁ ଚିଲିକାରେ ବିଦେଶୀ ପକ୍ଷୀ ସଂଖ୍ୟା କମିଛି - ମନ୍ତ୍ରୀ


ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ଜଳବାୟୁ ପରିବର୍ତନ ପାଇଁ ଚିଲିକାରେ ବିଦେଶୀ ପକ୍ଷୀ ସଂଖ୍ୟା କମିଛି । ଚଳିତ ବର୍ଷ ଚିଲିକାକୁ ବିଦେଶୀ ପକ୍ଷୀ କମ ଆସିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ଏହା କହିଛନ୍ତି। ସେ କହିଛନ୍ତି ୨୦୨୪ ଅପେକ୍ଷା ୨୦୨୫ରେ ୧୦ ହଜାର ପକ୍ଷୀ କମ ଆସିଛନ୍ତି। ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି। ଚଳିତ ବର୍ଷ ଥଣ୍ଡା ଅଧିକ ଥିବାରୁ ଆହୁରି ପକ୍ଷୀ ଚିଲିକା ମୁହାଁ ହେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande