ଖୁବ ଶୀଘ୍ର ଡିସଚାର୍ଜ ହେବେ ଅଭିଜିତ ମଜୁମଦାର
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- ଅଭିଜିତ ମଜୁମଦାରଙ୍କ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ । ଖୁବ୍ ଶୀଘ୍ର ଡିସଚାର୍ଜ ହେବେ ଅଭିଜିତ । ସେ ଏବେ ସୁସ୍ଥ ଅଛନ୍ତି । ବିପଦମୁକ୍ତ ଅଛନ୍ତି ଅଭିଜିତ ।
ଅଭିଜିତ ମଜୁମଦାର


ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- ଅଭିଜିତ ମଜୁମଦାରଙ୍କ ସ୍ଥିତି

ନେଇ ପ୍ରତିକ୍ରିୟା ରଖିଛନ୍ତି

ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ

ବିଶ୍ବାସ । ଖୁବ୍ ଶୀଘ୍ର ଡିସଚାର୍ଜ ହେବେ ଅଭିଜିତ । ସେ ଏବେ ସୁସ୍ଥ ଅଛନ୍ତି । ବିପଦମୁକ୍ତ ଅଛନ୍ତି ଅଭିଜିତ ।

ତାଙ୍କୁ ଡିସଚାର୍ଜପାଇଁ ଯୋଜନା ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande