ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)
- ଖୁବ ଶୀଘ୍ର ରାଜ୍ୟ ବିଜେପି ପାଇବ ନୂଆ ସଭାପତି । ଏହି
ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ। ଭୁବନେଶ୍ବରରେ ସଂଗଠନକୁ
ନେଇ ରାଜ୍ୟ ନେତା ମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
26 Feb 2025
ଭକ୍ତମୟ ଶ୍ରୀଲୋକନାଥ ପୀଠ ରାତି ୩ଟାରେ ମହାଦୀପ ଦର୍ଶନ ପୁରୀ,26 ଫେବ୍ରୁଆରି (ହି.ସ.)-ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଉପଲକ୍ଷେ ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ଲାଗି ରହିଛି । ଉପବାସ କରିଥିବା ଭକ୍ତ ମାନେ ରାତି ୩ଟାରେ ମହାଦୀପ ଉଠିବା ପରେ ଅନ୍ନଜଳ ..
ଚମ୍ପୁଆ, 26 ଫେବ୍ରୁଆରି (ହି.ସ.)ପବିତ୍ର ମହାଶିବରାତ୍ରି ପାଇଁ ଚମ୍ପୁଆ ସଦର ମହକୁମା ତଥା ଆଖପାଖ ପୁରପଲ୍ଲୀ ରେ ଥିବା ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ପଡ଼ିଛି। ଭୋର ସକାଳୁ ଶୈବପୀଠ ଗୁଡ଼ିକ ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଛି । ମହାଶିବରାତ୍ରୀ ପାଇଁ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର ..
ବଲାଙ୍ଗିର, 26 ଫେବ୍ରୁଆରି (ହି.ସ.) ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍ଟେଜ୍ ବିଦ୍ୟୁତ୍ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ, ଦମକଳବାହିନୀ, ଜଙ୍ଗଲ ବିଭାଗ ଓ ପୁଇନ୍ତଳା ..
ଜୟପୁର , 26 ଫେବ୍ରୁଆରି (ହି.ସ.)ଜୟପୁର ମିଶନ କମ୍ପାଉଣ୍ଡ ରେ ଚୋରି ହୋଇଛି । ସୁନା ରାଣି ହାର ଓ ସାନ ହାର ସହ ୨ଟି ମୋବାଇଲ ଓ ଟଙ୍କା ଚୋରି ହୋଇଛି । ରାତ୍ର ସାଢେ ୩ ଯାଏ ରାତ୍ର ଶୋଇ ନଥିଲୁ । ସଢେ ୩ ଯାଏ ଭ୍ୟାନିଟ ଥିଲା । ୪ ସମୟରେ ଉଠିଲା ବେଳେ ଭ୍ୟାନିଟ ବ୍ୟାଗ ନଥିଲା । ପରିବାର ଲୋକେ ହିଁ ଥିଲେ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha