ବିଜେପିର ପ୍ରତିଷ୍ଠା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର, 6 ଏପ୍ରିଲ୍ (ହି.ସ.) - ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ରାଷ୍ଟ୍ରପ୍ରଥମ ନୀତିର ଅଦମ୍ୟ ପରିଚୟ, ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଉପଲ
ବିଜେପିର ପ୍ରତିଷ୍ଠା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜଣାଇଲେ ଶୁଭେଚ୍ଛା


ଭୁବନେଶ୍ୱର, 6 ଏପ୍ରିଲ୍ (ହି.ସ.) - ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଜେପିର ପ୍ରତିଷ୍ଠା

ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ରାଷ୍ଟ୍ରପ୍ରଥମ ନୀତିର ଅଦମ୍ୟ

ପରିଚୟ, ଭାରତୀୟ ଜନତା

ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ

ଅଭିନନ୍ଦନ। ଆଜିର ଦିନରେ ଆସନ୍ତୁ ନୂତନ ଉତ୍ସାହର ସହ ବିକଶିତ ଭାରତ, ବିକଶିତ

ଓଡ଼ିଶା ଗଠନ ପାଇଁ ଦୃଢ ପ୍ରତିଜ୍ଞା ନେବା।

ଏହି ଅବସରରେ ଦଳର ସମସ୍ତ ଦେବତୁଲ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଆନ୍ତରିକ ଧନ୍ୟବାଦ

ଜଣାଉଛି। ଆପଣ ମାନଙ୍କ ସେବା ମନୋଭାବ ଓ ଅବିଶ୍ରାନ୍ତ ପରିଶ୍ରମ ଆଜି ଭାରତୀୟ ଜନତା ପାର୍ଟିକୁ

ବିଶ୍ଵର ସର୍ବବୃହତ ରାଜନୈତିକ ଦଳ ଭାବରେ ଗଢ଼ି ତୋଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande