ରାମ ନବମୀ ଅବସରରେ ରାଜ୍ୟପାଳ ରାମ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ
ଭୁବନେଶ୍ବର, 06 ଏପ୍ରିଲ (ହି.ସ.) ରାମ ନବମୀର ପବିତ୍ର ଅବସରରେ ଓଡିଶାର ରାଜ୍ୟପାଳ ଡା. ହରିବାବୁ କୁମ୍ଭମପଟ୍ଟି ଭୁବନେଶ୍ବରର ଜନପଥ ରାମ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟପାଳ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସୋସିଆଲ ମି
ରାମ ନବମୀ ଅବସରରେ ରାଜ୍ୟପାଳ ରାମ ମନ୍ଦିରକୁ ଯାଇ ପ୍ରଭୁ       ଶ୍ରୀରାମଙ୍କୁ ଦର୍ଶନ କଲେ


ଭୁବନେଶ୍ବର, 06 ଏପ୍ରିଲ (ହି.ସ.) ରାମ ନବମୀର ପବିତ୍ର ଅବସରରେ ଓଡିଶାର ରାଜ୍ୟପାଳ ଡା. ହରିବାବୁ କୁମ୍ଭମପଟ୍ଟି

ଭୁବନେଶ୍ବରର ଜନପଥ ରାମ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟପାଳ

ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆ ଉପରେ ରାଜ୍ୟପାଳ ଲେଖିଛନ୍ତି, ରାମ ନବମୀର ପବିତ୍ର

ଅବସରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ

ଶ୍ରୀରାମ ଜୀଙ୍କୁ ଦର୍ଶନ ପ୍ରାପ୍ତ ହେଲା। ମୁଁ ପ୍ରଭୁ ଶ୍ରୀରାମ ଜୀଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରର

ଶାନ୍ତି, ସୌହାର୍ଦ୍ଧ ଓ ସମୃଦ୍ଧିର କାମନା କଲି। ସେଠାରେ ଗୁଞ୍ଜୟାମାନ ହେଉଥିବା

ମନ୍ତ୍ରୋଚ୍ଚାରଣ , ଭକ୍ତିର ଭାବଧାରା ଓ ଆଧ୍ୟାତ୍ମିକ ଶକ୍ତି ଏହି ଅନୁଭବକୁ ଅତ୍ୟନ୍ତ

ଆତ୍ମବିଭୋର କରିଥିଲା।

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କର ଆଦର୍ଶ ସଦା ଆମର

ଜୀବନର ପଥ ପ୍ରଦର୍ଶକ ହେଉ । ଏହା ହିଁ ପ୍ରାର୍ଥନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande