ନକଲି ନୋଟ କାରବାର ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ
ଭଦ୍ରକ, 12 ମେ (ହି.ସ.) : ନକଲି ନୋଟ କାରବାର କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । ଯୁବକ ଜଣକ ହେଉଛନ୍ତି ଯାଜିପୁର ଜିଲ୍ଲା ଦଶରପୁର ଛଞ୍ଚିଣା ଅଞ୍ଚଳର ଚନ୍ଦ୍ରମଣି ବଳ ।ତା ନିକଟରୁ 2 ଲକ୍ଷ 72 ହଜାର 800 ଟଙ୍କା ଜାଲ ନୋଟକୁ ଜବତ କରିଛି ଗ୍ରାମାଞ୍ଚଳ ପ
ନକଲି ନୋଟ କାରବାର ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ


ଭଦ୍ରକ, 12 ମେ (ହି.ସ.)

: ନକଲି ନୋଟ କାରବାର କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗ୍ରାମାଞ୍ଚଳ

ପୋଲିସ । ଯୁବକ ଜଣକ ହେଉଛନ୍ତି ଯାଜିପୁର ଜିଲ୍ଲା ଦଶରପୁର ଛଞ୍ଚିଣା ଅଞ୍ଚଳର ଚନ୍ଦ୍ରମଣି ବଳ ।ତା ନିକଟରୁ 2 ଲକ୍ଷ 72 ହଜାର 800 ଟଙ୍କା ଜାଲ ନୋଟକୁ ଜବତ

କରିଛି ଗ୍ରାମାଞ୍ଚଳ ପୋଲିସ । ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରେ ବିଭିନ୍ନ ଥାନାରେ ଏହି

ଅଭିଯୁକ୍ତ ନାମରେ ରହିଛି ଅଭିଯୋଗ ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande