୨୪ ଘଂଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ
ଭୁବନେଶ୍ୱର ,୧୨ ମଇ (ହି.ସ.) - ଆସନ୍ତାକାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୨୪ ଘଂଟା ମଧ୍ୟରେ ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ମୌସୁମୀ ଛୁଇଁବ। ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ---
୨୪ ଘଂଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ


ଭୁବନେଶ୍ୱର ,୧୨ ମଇ (ହି.ସ.) - ଆସନ୍ତାକାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୨୪ ଘଂଟା ମଧ୍ୟରେ ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ମୌସୁମୀ ଛୁଇଁବ। ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande