ଭୁବନେଶ୍ୱର, 16 ମଇ
(ହି.ସ.) ଓଡ଼ିଶା ଖଣି ନିଗମର ୭୦ତମ ପ୍ରତିଷ୍ଠା ଦିବସ ଆଜି ୧୧ ଘଟିକା ସମୟରେ କୃଷି ଶିକ୍ଷା ସଦନ, ଓୟୁଏଟି ଭୁବନେଶ୍ୱର
ଠାରେ ଅନୁଷ୍ଠିତ ହେବ I ଏଥିରେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ , ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ
ମୁଖ୍ୟଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ