ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ
ଭୁବନେଶ୍ୱର, 18 ମେ (ହି.ସ.) - ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ ରେଲୱେ ଷ୍ଟେସନ ନିକଟ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନ୍ର ଚାରୋଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଲାଗାଡ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍
ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ


ଭୁବନେଶ୍ୱର, 18 ମେ (ହି.ସ.)

- ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ ରେଲୱେ ଷ୍ଟେସନ ନିକଟ ଡ୍ୟାମ୍ ବସ୍ତି ନିକଟରେ

ମାଲବାହୀ ଟ୍ରେନ୍ର ଚାରୋଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ ରକ୍ସି ରେଲୱେ

ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଲାଗାଡ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍ତି ନିକଟରେ

ଲାଇନଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ରେଲୱେ କର୍ମଚାରୀ

ପହଁଚି ବଗି ଗୁଡ଼ିକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଏଇ ଲାଇନରେ ସମସ୍ତ ରେଳ ଚଳାଚଳ

ବନ୍ଦ ରହିଛି । କେଉଁ କାରଣରୁ ଚାରୋଟି ବଗି ଲାଇନଚ୍ୟୁତ୍ ହେଲା ରେଲୱେ ବିଭାଗ ତଦନ୍ତ ପାଇଁ

ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande