ରାଜ୍ୟସ୍ତରୀୟ ମଦର୍ସ ଡେ ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି
ସେଲଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ ଭୁବନେଶ୍ୱର, 9 ମେ (ହି.ସ.)-ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ୧୧ ରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ମଦର୍ସ ଡେ ଦିବସକୁ ଉତ୍ସବ ଭାବରେ ପାଳନ ନ କରିବାକୁ ମହିଳା
ରାଜ୍ୟସ୍ତରୀୟ ମଦର୍ସ ଡେ ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି


ସେଲଫି ପ୍ରତିଯୋଗିତାର

ବିଜେତାମାନଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ

ଭୁବନେଶ୍ୱର, 9 ମେ (ହି.ସ.)-ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ୧୧ ରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ମଦର୍ସ ଡେ

ଦିବସକୁ ଉତ୍ସବ ଭାବରେ ପାଳନ ନ କରିବାକୁ ମହିଳା

ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏହି ପରିପ୍ରେକ୍ଷୀରେ ବଛା ଯାଇଥିବା ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ସେଲଫି ଓ ବାର୍ତ୍ତାକୁ

ଆଗାମୀ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande