ଆଗିରିଆ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭଦ୍ରକ, ୯ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ତାଳପଦା ପଞ୍ଚାୟତ ଅଧୀନ ଆଗିରିଆ କେନାଲରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଗୁଆମାଳ ପଞ୍ଚାୟତ ଅଧିନ ଗଣେଶ୍ୱରପୁର ଗ୍ରାମର ବେଙ୍ଗ ବାରିକ (୪୫)ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି କ୍ଷ ଯୁବକ ବେଙ୍ଗ କୌଣସି କାମରେ ତାଳପଦା ଯାଇଥିଲେ କ
ଆଗିରିଆ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର


ଭଦ୍ରକ, ୯ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ତାଳପଦା ପଞ୍ଚାୟତ ଅଧୀନ ଆଗିରିଆ କେନାଲରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଗୁଆମାଳ ପଞ୍ଚାୟତ ଅଧିନ ଗଣେଶ୍ୱରପୁର ଗ୍ରାମର ବେଙ୍ଗ ବାରିକ (୪୫)ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି କ୍ଷ ଯୁବକ ବେଙ୍ଗ କୌଣସି କାମରେ ତାଳପଦା ଯାଇଥିଲେ କ୍ଷ ସେଠାରୁ ଘରକୁ ଫେରିବା ବେଳେ କେନାଲରେ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି କ୍ଷ ପରେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ କ୍ଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି କ୍ଷ ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande