ଭୁବନେଶ୍ୱର, 9 ମେ (ହି.ସ.)
- ଭାରତୀୟ
ସଶସ୍ତ୍ର ବଳକୁ ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି
ଯେ, ଭାରତୀୟ ଆମର୍ଡ ଫୋର୍ସ ସଫଳତାର ସହ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସ୍ଥାନକୁ ନଷ୍ଟ
କରିଛନ୍ତି. ସେଥିପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।ଏହି ଅତି ସୁନ୍ଦର କାର୍ଯ୍ୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା