ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ୱର, 9 ମେ (ହି.ସ.)- ଅପରେସନ ସିନ୍ଦୂରକୁ ଆଖିରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ସମେତ କିଛି ଐତିହ୍ୟ ସ୍ଥଳୀ ଓ ହୀରାକୁଦ ଭଳି କିଛି ସମ୍ବେଦନଶୀଳ ସ୍ଥାନ ଗୁଡିକରେ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମନ୍ଦିର ଓ ଏହାର ଆଖପାଖରେ ଅଧିକ ପୋଲିସ
ପୁରୀ ଶ୍ରୀଜଗନ୍ନାଥ     ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି


ଭୁବନେଶ୍ୱର, 9 ମେ (ହି.ସ.)- ଅପରେସନ

ସିନ୍ଦୂରକୁ ଆଖିରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ସମେତ କିଛି ଐତିହ୍ୟ ସ୍ଥଳୀ ଓ ହୀରାକୁଦ ଭଳି

କିଛି ସମ୍ବେଦନଶୀଳ ସ୍ଥାନ ଗୁଡିକରେ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ମନ୍ଦିର ଓ ଏହାର ଆଖପାଖରେ ଅଧିକ ପୋଲିସ ମୁତୟନ କରାଯିବା ସହ ପାରିପାର୍ଶ୍ବିକ ସୁରକ୍ଷାକୁ ଅଧିକ

ମଜଭୁତ କରାଯାଇଛି। ଆମର ଧର୍ମୀୟ ଭାବନା ଜଡିତ, ତେଣୁ ତାଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ଆଇନ୍

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନକହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande