ଦିନିକିଆ ସମ୍ବଲପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା
ଭୁବନେଶ୍ୱର, 12 ଜୁନ୍ (ହି.ସ.) - ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ପ୍ରଭାତି ପରିଡା ସମ୍ବଲପୁର ଜିଲ୍ଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତ
ଦିନିକିଆ ସମ୍ବଲପୁର     ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା


ଭୁବନେଶ୍ୱର, 12 ଜୁନ୍ (ହି.ସ.)

- ଆଜି ଉପ-ମୁଖ୍ୟମନ୍ତ୍ରୀ

ପ୍ରଭାତୀ ପରିଡା ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ପ୍ରଭାତି

ପରିଡା ସମ୍ବଲପୁର ଜିଲ୍ଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ

୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟସରକାରଙ୍କ ୧ ବର୍ଷ ପୂର୍ତ୍ତି ସଫଳତା ବିଷୟରେ ଜିଲ୍ଲାର

ସାମ୍ବାଦିକବୃନ୍ଦ ଓ ବୁଦ୍ଧିଜୀବିମାନଙ୍କ ସହ ଆଲୋଚନା

କରିବେ।ଏହା ସହ ମା ସମଲେଶ୍ୱରୀ ମନ୍ଦିର ମଧ୍ୟ ପରିଦର୍ଶନ କରିବେ। ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟମାନଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande