ଭୁବନେଶ୍ୱର ବିମାନ ବନ୍ଦରରେ ପାରାଲାଲ ଟାକ୍ସି ଟ୍ରାକ
ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଭୁବନେଶ୍ୱର ବିମାନ ବନ୍ଦରରେ ପାରାଲାଲ ଟାକ୍ସି ଟ୍ରାକ । ଏଣିକି ଘଣ୍ଟାକ ଭିତରେ ଟେକ ଅଫ ବା ଲ୍ୟାଣ୍ଡ କରି ପାରିବ 24 ବିମାନ । ଏଥିପାଇଁ ଖର୍ଚ୍ଚ ହୋଇଛି 48 କୋଟି ଟଙ୍କା । ଟ୍ରାକ ପ୍ରସ୍ତୁତ ପରେ ଏହାର କ୍ଳିଅରରାନ୍ସ ଦେଇଛି ଡିଜିସିଏ । ଏ
ଭୁବନେଶ୍ୱର ବିମାନ ବନ୍ଦରରେ ପାରାଲାଲ ଟାକ୍ସି ଟ୍ରାକ


ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଭୁବନେଶ୍ୱର ବିମାନ ବନ୍ଦରରେ ପାରାଲାଲ ଟାକ୍ସି ଟ୍ରାକ । ଏଣିକି ଘଣ୍ଟାକ

ଭିତରେ ଟେକ ଅଫ ବା ଲ୍ୟାଣ୍ଡ କରି ପାରିବ 24 ବିମାନ । ଏଥିପାଇଁ

ଖର୍ଚ୍ଚ ହୋଇଛି 48 କୋଟି ଟଙ୍କା । ଟ୍ରାକ

ପ୍ରସ୍ତୁତ ପରେ ଏହାର କ୍ଳିଅରରାନ୍ସ ଦେଇଛି ଡିଜିସିଏ । ଏୟାରଫିଲ୍ଡ ଏନଭାର୍ନମେଂଟମ୍ୟାନେଜମେଣ୍ଟରେ ଏହା ପବ୍ଲିକ ହେବାର 46 ଦିନ

ପରେ କାର୍ଯ୍ୟକାରୀ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande