ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ କମିଟି ରଜ ମହୋତ୍ସବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୨୦ ଜୁନ୍ (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ ବାଲିଅରଡ଼ା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମନାରାୟଣ ଜୀଉ କମିଟିର କର୍ମକର୍ତା ଓ ସଦସ୍ୟ ମାନଙ୍କ ଉଦ୍ୟମରେ ଆୟୋଜିତ ରଜ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ସ୍ଥାନୀୟ ଅଂଚଳ ବାସୀଙ୍କୁ
LAXMINARAYAN JEW RAJA MOHASTAV


ଭଦ୍ରକ, ୨୦ ଜୁନ୍ (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ ବାଲିଅରଡ଼ା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମନାରାୟଣ ଜୀଉ କମିଟିର କର୍ମକର୍ତା ଓ ସଦସ୍ୟ ମାନଙ୍କ ଉଦ୍ୟମରେ ଆୟୋଜିତ ରଜ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ସ୍ଥାନୀୟ ଅଂଚଳ ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୂଜା କମିଟିର କର୍ମକର୍ତା ଶେଷ ବାରିକ, ହରିହର ବାବୁ, ମନୋରଞ୍ଜନ ବେହେରା, ସାଧୁ ବାରିକ, ସୁମନ୍ତ ବାରିକ, ଯୋଗେଶ ବାରିକ, ଯୁବନେତା ବିକାଶ ଶ୍ରେଷ୍ଠା, ଦେବାଶିଷ ଭାରତୀ, ଛାତ୍ରନେତା କାମେଶ ବାରିକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଓ ଶ୍ରଦ୍ଧାଳୁ ବୃନ୍ଦ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande