ଭୁବନେଶ୍ୱର, 21 ଜୁନ୍ (ହି.ସ.)
- ଅନ୍ତର୍ଜାତୀୟ
ଯୋଗଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗଦିବସର ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା
।
ଆସନ୍ତୁ ଯୋଗକୁ ଆମ
ଦିନଚର୍ଯ୍ୟାରେ ସାମିଲ କରି ସୁସ୍ଥ ସମାଜ ନିର୍ମାଣରେ ସହଭାଗୀ ହେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା