ପୁରୀ ଅଘଟଣ ନେଇ ଘଟଣାସ୍ଥଳରେ ଅନୁଧ୍ୟାନ କଲେ ଡିଜି
ଭୁବନେଶ୍ୱର, 29 ଜୁନ୍ (ହି.ସ.)- ପୁରୀ ଅଘଟଣ ନେଇ ଘଟଣାସ୍ଥଳରେ ଅନୁଧ୍ୟାନ କଲେ ଡିଜିପି । ପୁରୀ ଅଘଟଣ ନେଇ ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ, ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ । ଭକ୍ତ ମୋବାଇଲ୍‌ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହା
ପୁରୀ ଅଘଟଣ ନେଇ ଘଟଣାସ୍ଥଳରେ ଅନୁଧ୍ୟାନ କଲେ ଡିଜି


ଭୁବନେଶ୍ୱର, 29 ଜୁନ୍ (ହି.ସ.)- ପୁରୀ ଅଘଟଣ ନେଇ ଘଟଣାସ୍ଥଳରେ ଅନୁଧ୍ୟାନ କଲେ

ଡିଜିପି । ପୁରୀ ଅଘଟଣ ନେଇ ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ, ପୋଲିସର

ନିର୍ଦ୍ଦେଶ ସମସ୍ତେ ମାନନ୍ତୁ । ଭକ୍ତ ମୋବାଇଲ୍‌ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି

ତାହାର ଯାଞ୍ଚ ଚାଲିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande