ଓମ୍ ଶାନ୍ତି ଯୋଗପୀଠରେ ଗୁରୁପୂର୍ଣ୍ଣିମା ପାଳିତ
ବଲାଙ୍ଗିର, 10 ଜୁଲାଇ (ହି.ସ) ସ୍ଥାନୀୟ ରାଜେନ୍ଦ୍ର ପାର୍କରେ ଓମ୍ ଶାନ୍ତି ଯୋଗ ପୀଠ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ଙ୍କ ସଂଯୋଗଜନା ରେ
ଓମ୍ ଶାନ୍ତି ଯୋଗପୀଠରେ ଗୁରୁପୂର୍ଣ୍ଣିମା ପାଳିତ


ଓମ୍ ଶାନ୍ତି ଯୋଗପୀଠରେ ଗୁରୁପୂର୍ଣ୍ଣିମା ପାଳିତ


ବଲାଙ୍ଗିର, 10 ଜୁଲାଇ (ହି.ସ) ସ୍ଥାନୀୟ ରାଜେନ୍ଦ୍ର ପାର୍କରେ ଓମ୍ ଶାନ୍ତି ଯୋଗ ପୀଠ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ଙ୍କ ସଂଯୋଗଜନା ରେ ଗୁରୁ ରାମଦେବ ବାବାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ଓ ଯୋଗ ଗୁରୁ ବିନୟ କୁମାର ମିଶ୍ର ଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଚିତ୍ତ ରଂଜନ ପଟେଲ, ପ୍ରଦ୍ୟୁମ୍ନ ଗଡତ୍ୟା, ସତ୍ୟ ନାରାୟଣ ନାଏକ, ଚନ୍ଦ୍ର ପ୍ରକାଶ ଅଗ୍ରୱାଲ, ଦେବୀ ପ୍ରସାଦ ଅଗ୍ରୱାଲ, ସାଜନ ଅଗ୍ରୱାଲ, ମନୋରଂଜନ ମିଶ୍ର, ତ୍ରିଲୋଚନ ଦାଶ, ପ୍ରମୋଦ କୁମାର ଗୁରୁ, ଦାମୋଦର ଓତା, ଜଗଦିଶ ପ୍ରସାଦ ଅଗ୍ରୱାଲ ଓ କବଲଜୀତ ସିଂ ଉପସ୍ଥିତ ରହି ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ସହ-ସଂପାଦକ ରୋହିତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande