ହାଇୱା ପିକପ୍ ମୁହାଁମୁହିଁ, ଜଣେ ଗୁରୁତର
କେନ୍ଦୁଝର, 10 ଜୁଲାଇ (ହି.ସ.)ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଭିତରେ ଆଜି କେନ୍ଦୁଝର ଜିଲ୍ଲାରେ ଘଟିଛି ଦୁର୍ଘଟଣା। ଏକହାଇୱା ପଛରେ ଧକ୍କା ଦେଇଛି ଓମଫେଡ୍ ପିକ୍ ଅପ୍ ଭ୍ୟାନ । ଘଟଣା ଘଟିଛି ରୀମୁଳି ଥାନା ଅନ୍ତର୍ଗତ ରିମୁଳି-ଯୋଡା ରାସ୍ତାର ନାରଦପୁର ନିକଟରେ । ଏହି ଦୁର୍ଘଟଣା ଫଳରେ ପିକପ ଡ
ହାଇୱା ପିକପ୍ ମୁହାଁମୁହିଁ, ଜଣେ ଗୁରୁତର


କେନ୍ଦୁଝର, 10 ଜୁଲାଇ (ହି.ସ.)ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଭିତରେ ଆଜି କେନ୍ଦୁଝର ଜିଲ୍ଲାରେ ଘଟିଛି ଦୁର୍ଘଟଣା। ଏକହାଇୱା ପଛରେ ଧକ୍କା ଦେଇଛି ଓମଫେଡ୍ ପିକ୍ ଅପ୍ ଭ୍ୟାନ ।

ଘଟଣା ଘଟିଛି ରୀମୁଳି ଥାନା ଅନ୍ତର୍ଗତ ରିମୁଳି-ଯୋଡା ରାସ୍ତାର ନାରଦପୁର ନିକଟରେ । ଏହି ଦୁର୍ଘଟଣା ଫଳରେ ପିକପ ଡ୍ରାଇଭର ଗୁରୁତର ହୋଇ ବାସୁଦେବପୁର ଚିକିତ୍ସାଳୟରେ ଭର୍ତି ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande