ପେଟ୍ରୋଲିୟମ ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ
ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ପେଟ୍ରୋଲିୟମ ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଲୋକସେବା ଭବନରେ ବସିଛି ବୈଠକ । ବୈଠକରେ ପେଟ୍ରୋଲିୟମ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏବଂ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଯୋଗାଣ
ପେଟ୍ରୋଲିୟମ ଡିଲର ସଂଘ ସହ     ଯୋଗାଣ ମନ୍ତ୍ରୀଙ୍କ ବୈଠକ


ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ପେଟ୍ରୋଲିୟମ

ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଲୋକସେବା ଭବନରେ ବସିଛି ବୈଠକ । ବୈଠକରେ

ପେଟ୍ରୋଲିୟମ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏବଂ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ

ଅଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ନେଇ ଚାଲିଛି ଆଲୋଚନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande