ନବରଙ୍ଗପୁର ଶହୀଦ ଲକ୍ଷ୍ମଣ ନାୟକ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ନିତ୍ୟାନନ୍ଦ ଗଣ୍ଡ
, 10 ଜୁଲାଇ (ହି.ସ.) ଭୁବନେଶ୍ୱର - ବିଦ୍ୟାଳୟରେ ଦିଆ ଯାଉଥିବା ପ୍ରାଥମିକ ଶିକ୍ଷାର ଶିକ୍ଷାଦାନ ପଦ୍ଧତିକୁ ଦେଖିବା ପାଇଁ ନବରଙ୍ଗପୁର ଶହୀଦ ଲକ୍ଷ୍ମଣ ନାୟକ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତ୍ରୀ
ନବରଙ୍ଗପୁର ଶହୀଦ ଲକ୍ଷ୍ମଣ     ନାୟକ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ନିତ୍ୟାନନ୍ଦ ଗଣ୍ଡ


, 10 ଜୁଲାଇ (ହି.ସ.)

ଭୁବନେଶ୍ୱର - ବିଦ୍ୟାଳୟରେ

ଦିଆ ଯାଉଥିବା ପ୍ରାଥମିକ ଶିକ୍ଷାର ଶିକ୍ଷାଦାନ ପଦ୍ଧତିକୁ ଦେଖିବା ପାଇଁ ନବରଙ୍ଗପୁର ଶହୀଦ

ଲକ୍ଷ୍ମଣ ନାୟକ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ

ଗଣ୍ଡ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ପିଲାମାନଙ୍କ ଶିକ୍ଷା ମୂଳଦୁଆକୁ ମଜବୁତ୍ କରିଥାଏ

ପ୍ରାଥମିକ ଶିକ୍ଷା। ଉତ୍ତମ ଶିକ୍ଷାଦାନ ଦ୍ଵାରା ସର୍ବୋତ୍ତମ ଭବିଷ୍ୟତ ଗଢି ହୁଏ। ପ୍ରଗତି ପଥରେ

ଦେଶ ରାଜ୍ୟ ଆଗକୁ ବଢେ। ଆଜିର ଦିନରେ କୁନି କୁନି ଛାତ୍ରଛାତ୍ରୀଙ୍କ ସହିତ ମିଶି ସେମାନଙ୍କ ପାଠ

ପଢାକୁ ଦେଖିଛି। ପିଲାଙ୍କୁ କିଛି ସମୟ ପାଇଁ ପାଠ ପଢ଼ାଇବାର ସୁଯୋଗ ଖୁସି ଦେଇଛି। ସବୁଠୁ

ଆନନ୍ଦିତ କରିଛି ପ୍ରଶ୍ନର ଉତ୍ତର ପିଲାଙ୍କ ପାଖରୁ ପାଇବାର ମୂହୁର୍ତ୍ତରେ । ଏହି ପିଲା ମାନେ ଆମ

ଦେଶ ରାଜ୍ୟ ପାଇଁ ନିଶ୍ଚୟ ଗୌରବ ଆଣିବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande