ସାରା ଦେଶରେ ମୌସୁମୀ ସକ୍ରିୟ, ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ
ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.) -ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି ଏବଂ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଉତ୍ତର, ମଧ୍ୟ ଓ ସାମୁଦ୍ରିକ ଭାରତର ଅନେକ ଅଞ୍ଚଳରେ ହେଉଥିବା ବର୍ଷା କାରଣରୁ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କି
ସାରା ଦେଶରେ ମୌସୁମୀ ସକ୍ରିୟ, ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ


ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.)

-ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି ଏବଂ ଅନେକ ରାଜ୍ୟରେ

ପ୍ରବଳ ବର୍ଷା ହେଉଛି। ଉତ୍ତର, ମଧ୍ୟ ଓ ସାମୁଦ୍ରିକ ଭାରତର ଅନେକ

ଅଞ୍ଚଳରେ ହେଉଥିବା ବର୍ଷା କାରଣରୁ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା

କିଛି ଦିନରେ ଅଧିକ ବର୍ଷା ହେବାର ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।

ରାଜଧାନୀ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ ଗତ କିଛି ଦିନ

ଧରି ହେଉଥିବା ଲଗାତାର ବର୍ଷା ଫଳରେ ତାପମାତ୍ରା ହ୍ରାସ ପାଇଛି । ଏହି ବର୍ଷା କାରଣରୁ କିଛି

ଅଞ୍ଚଳରେ ଜଳଜମିବା ସମସ୍ୟା ବଢ଼ିଛି। ପାଣିପାଗ ବିଭାଗ ଅନୁସାରେ,

ଏହି

ପରିସ୍ଥିତି 13 ଜୁଲାଇ ପର୍ଯ୍ୟନ୍ତ ଜାରି ରହିପାରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande