ଜୟପୁର,୧୩ ଜୁଲାଇ (ହି.ସ.) - ଅପରାଧିକ ମାମଲାରେ ଜଡିତ ଥିବା ଫେରାର ଅଭିଯୁକ୍ତ କୁ ଆଜି ଜୟପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ବିଭିନ୍ନ ଅପରାଧିକ ମାମଲାରେ ରଣ୍ତାପାଲି ବିଷୋୟୀପୁଟ ଅଂଚଳର ମହାଦେବ କନ୍ଧପାନ(୩୯) ୨୦୨୦ ମସିହାରୁ ନିଖୋଜ ଥିଲେ। ଆଜି ସଦର ପୋଲିସ ଅଭିଯୁକ୍ତକୁ ରଣ୍ତାପାଲି ଅଂଚଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ସଚିନ୍ଦ୍ର ପ୍ରଦାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି