ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର, 13 ଜୁଲାଇ (ହି.ସ)- ବାଲେଶ୍ବର ଏଫଏମକଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ବିରୁଦ୍ଧରେ ତୀବ୍ର ପ୍ରତିବାଦ । ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ । ବାଲେଶ୍ବର ଘଟଣାରେ ଘେରାଉ କରି ନାରାବାଜି କରିଛି ଛାତ୍ର କଂଗ୍ରେସ । ------
ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ     ବାସଭବନ ଘେରିଲା ଛାତ୍ର କଂଗ୍ରେସ


ଭୁବନେଶ୍ୱର, 13 ଜୁଲାଇ

(ହି.ସ)- ବାଲେଶ୍ବର ଏଫଏମକଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ବିରୁଦ୍ଧରେ

ତୀବ୍ର ପ୍ରତିବାଦ । ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ । ବାଲେଶ୍ବର

ଘଟଣାରେ ଘେରାଉ କରି ନାରାବାଜି କରିଛି ଛାତ୍ର କଂଗ୍ରେସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande