ବଲାଙ୍ଗୀର, ୦୪ ଜୁଲାଇ(ହି.ସ.) – ଅନି ତିନିଠାକୁର ଅବତାରର ଶେଷ ଦିନ ନବମୀ ତିଥିରେ ମାଉସୀ ଘରେ ଶେଷ ଲୀଳା କଳକୀ ରୁପନେଇ ତାଙ୍କର ଭକ୍ତ ମାନଂକୁ ଦର୍ଶନ ଦେଉଛନ୍ତି।
ବଲାଙ୍ଗୀର ଡେଲି ମାର୍କେଟ ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ଶ୍ରୀ ଜିଉମାନଙ୍କର ଆଜି ବୁଦ୍ଧ ଓ କଳ୍କୀ ଅବତାର। ସେପରି ଅନ୍ୟ ରଥ କମିଟି ଗୁଡିକରେ ପ୍ରଭୁ କଳକୀ ଅବତାର୍ ଦର୍ଶନ ପାଇଁ ଆଜି ଭିଡ଼ ଲାଗିଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ