କୋଠୀ ଯୋର ବ୍ରିଜ୍ ତୁରନ୍ତ ହେଲା ମରାମତି
ବଲାଙ୍ଗୀର, ୦୪ ଜୁଲାଇ(ହି.ସ.) – ଆଗଲପୁର(ଡୁଡୁକା ) ବ୍ଲକ ସାଲେଭଟା-କୁଟାସିଂହା ରାସ୍ତାର ହରଭଙ୍ଗା - ଡୁଙ୍ଗୁରିପାଲି ମଧ୍ୟରେ ନୂତନ ନିର୍ମିତ କୋଠିଯୋର ସେତୁ ନିମ୍ନମାନର କାମ ଯୋଗୁଁ ଭାଙ୍ଗି ବଡ଼ ଗର୍ତ ସୃଷ୍ଟି ହୋଇଥିଲା। ଫଳରେ ଯାତାଜାତ ଠପ ହୋଇଥିଲା। ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଥିଲେ। ଏନେଇ ଗତ ୩୦
କୋଠୀ ଯୋର ବ୍ରିଜ୍ ତୁରନ୍ତ ହେଲା ମରାମତି


ବଲାଙ୍ଗୀର, ୦୪ ଜୁଲାଇ(ହି.ସ.) – ଆଗଲପୁର(ଡୁଡୁକା ) ବ୍ଲକ ସାଲେଭଟା-କୁଟାସିଂହା ରାସ୍ତାର ହରଭଙ୍ଗା - ଡୁଙ୍ଗୁରିପାଲି ମଧ୍ୟରେ ନୂତନ ନିର୍ମିତ କୋଠିଯୋର ସେତୁ ନିମ୍ନମାନର କାମ ଯୋଗୁଁ ଭାଙ୍ଗି ବଡ଼ ଗର୍ତ ସୃଷ୍ଟି ହୋଇଥିଲା। ଫଳରେ ଯାତାଜାତ ଠପ ହୋଇଥିଲା। ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଥିଲେ। ଏନେଇ ଗତ ୩୦ ତାରିଖ ରେ ସମ୍ବାଦ ରେ ଖବର ପ୍ରକାଶ ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଆସି ଯାଂଚ କଲାପରେ ଶୀଘ୍ର ସେତୁର ମରାମତି କରାଯାଇଛି। ବର୍ତମାନ ଗମନାଗମନର ସମସ୍ୟା ଦୂର ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande