ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ଶହୀଦ
ଖୁଦିରାମ ବୋଷଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସ୍ଵାଧୀନତା ସଂଗ୍ରାମର
ଯୁବ ବିପ୍ଳବୀ, କ୍ରାନ୍ତିକାରୀ
ଅମର ଶହୀଦ ଖୁଦିରାମ ବୋଷଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଜଣେ ଯୁବ
ସଂଗ୍ରାମୀ ଭାବେ ଦେଶର ସୁରକ୍ଷା ପାଇଁ ତାଙ୍କର ବଳିଦାନ ଚିର ବନ୍ଦନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା