କେନ୍ଦୁଝର, 16 ସେପ୍ଟେମ୍ବର (ହି.ସ.)
ଆସନ୍ତା କାଲି କେନ୍ଦୁଝର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ବେଲଦା ଗ୍ରାମ ଠାରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବେଲଦା ଠାରେ ଏହି ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ନରେନ୍ଦ୍ର ବନକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ହେବାକୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ୭୫ ଲକ୍ଷ ବୃକ୍ଷ ରୋପଣ କରିବାକୁ ନେଇଥିବା ସଂକଳ୍ପକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA