ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଆଗାମୀ ହକି
ଇଣ୍ଡିଆ ଲିଗ ସିଜିନ ପୂର୍ବରୁ ବଦଳିଲେ ବେଦାନ୍ତ କଳିଙ୍ଗ ଲାନର୍ସର କୋଚ । ଆଗାମୀ ସିଜିନରେ
ଅଷ୍ଟ୍ରେଲିଆର ପୂର୍ବତନ ହକି ଲିଜେଣ୍ଡ ଜୟ ଷ୍ଟାସି କୋଚ ଦାୟିତ୍ୱ ତୁଲାଇବେ ବୋଲି କଳିଙ୍ଗ
ଲାନର୍ସ ପକ୍ଷରୁ କୁହାଯାଇଛି । ତାଙ୍କର 15 ବର୍ଷ କୋଚିଂ
ଅଭିଜ୍ଞତା ଦଳକୁ ବେଶ ସହାୟକ ହେବ ବୋଲି ଫ୍ରାଞ୍ଚାଇଜ କତୃର୍ପକ୍ଷ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା