ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଅସାମାଜିକ
ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଅଟୋ ଭିତରେ କଲେ ଯୁବତୀଙ୍କୁ ଅସଦାଚରଣ କରିଛନ୍ତି ଯୁବକ ଜଣକ । ପ୍ରତିବାଦ
କରିବାରୁ ଯୁବତୀଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ। ତଳେ ପକେଇ ଗୋଇଠା ବିଧା ମାରିଛନ୍ତି ଯୁବକ। ଗ୍ୟାରେଜ
ଛକ ନିକଟରେ ଘଟିଛି ଏଭଳି ଘଟଣା। ଅସଦାଚରଣର ଶିକାର ଯୁବତୀ କଲେ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ
କରିଛନ୍ତି । ସିସିଟିଭି ଯାଞ୍ଚ୍ କରି ପୋଲିସ ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା