ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ସମାଜବାଦୀ ଆନ୍ଦୋଳନର ବାର୍ତାବହ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳ ଡଃ. ହରିବାକୁ କମ୍ଭମପାଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ୍ସରେ ରାଜ୍ୟପାଳ ଲେଖିଛନ୍ତି ସମାଜବାଦୀ ଆନ୍ଦୋଳନର ବାର୍ତାବହ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଶ୍ର
ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ସମାଜବାଦୀ ଆନ୍ଦୋଳନର ବାର୍ତାବହ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳ ଡଃ. ହରିବାକୁ କମ୍ଭମପାଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏକ୍ସରେ ରାଜ୍ୟପାଳ ଲେଖିଛନ୍ତି ସମାଜବାଦୀ ଆନ୍ଦୋଳନର ବାର୍ତାବହ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ଶ୍ରୀ ଦାସଙ୍କ ଦୃଢ ନେତୃତ୍ୱ ଓଡ଼ିଶାର ପ୍ରଜା ମଣ୍ଡଳ ଆନ୍ଦୋଳନ, ସମାଜର ନିରାଶ୍ରୟ, ନିଷ୍ପେସିତ ଲୋକଙ୍କ ଉନ୍ନତି ପାଇଁ ନୂଆ ଦିଶା ଦେଇଥିଲା। ଯାହା ସ୍ମରଣୀୟ କରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande