ବିଧାୟକଙ୍କୁ ଭେଟିଲେ ଜିଲ୍ଲା ଯାଦବ ମହାସଭା ସଭାପତି
କେନ୍ଦ୍ରାପଡା, ୨ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଭାକର ପଲାଇ ନୂତନ ବର୍ଷରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଯାଦବ ମହାସଭାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଶ୍ରୀ ପଲାଇ ଯାଦବ ମହାସଭାର ମୁଖ୍ୟ କାର୍ଯ୍
ବିଧାୟକଙ୍କୁ ଭେଟିଲେ ଜିଲ୍ଲା ଯାଦବ ମହାସଭା ସଭାପତି


କେନ୍ଦ୍ରାପଡା, ୨ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଭାକର ପଲାଇ ନୂତନ ବର୍ଷରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଯାଦବ ମହାସଭାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଶ୍ରୀ ପଲାଇ ଯାଦବ ମହାସଭାର ମୁଖ୍ୟ କାର୍ଯ୍ୟାଳୟର ଉନ୍ନତି ପାଇଁ ବିଧାୟକଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande