ବିଜେପିରେ ଯୋଗ ଦେଲେ ବିଜେଡି ଓ କଂଗ୍ରେସ ନେତା
ଭୁବନେଶ୍ୱର, ୨୪ ଜାନୁଆରୀ (ହି.ସ.) - ବିଷମକଟକ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ଓ ନେତା ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ସରପଂଚ ସମିତିସଭ୍ୟ ଓ ୧୦୦ ର
ବିଜେପିରେ ଯୋଗ ଦେଲେ ବିଜେଡି ଓ କଂଗ୍ରେସ ନେତା


ଭୁବନେଶ୍ୱର, ୨୪ ଜାନୁଆରୀ (ହି.ସ.) - ବିଷମକଟକ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ଓ ନେତା ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଅନେକ ସରପଂଚ ସମିତିସଭ୍ୟ ଓ ୧୦୦ ରୁ ଅଧିକ କର୍ମୀ ଓ ସ୍ଥାନୀୟ ତୃଣମୂଳ ସ୍ତରୀୟ ନେତା କଂଗ୍ରେସ ଓ ବିଜେଡି ଦଳକୁ ପରିତ୍ୟାଗ କରି ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande