ସିଂଗଡାରେ ବାଦି ପାଲା
କୋରେଇ, ୨୪ ଜାନୁଆରୀ (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଂଚାୟତର ଖାନ୍ଦରାପୁର (ସିଂଗଡା) ଗ୍ରାମରେ ସରସ୍ଵତୀ ପୂଜା ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଛି । ସୁନାମଧ୍ୟନ୍ୟ ଗାୟକ ଯୁବ ସମ୍ରାଟ ନୃସିଂହ ହୋତା ଓ ଗାୟକ ସନା ଦାସଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହେଉଛି । ଏହି ଅବସରରେ ଖାନ୍ଦରାପୁରର
ସିଂଗଡାରେ ବାଦି ପାଲା


କୋରେଇ, ୨୪ ଜାନୁଆରୀ (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଂଚାୟତର ଖାନ୍ଦରାପୁର (ସିଂଗଡା) ଗ୍ରାମରେ ସରସ୍ଵତୀ ପୂଜା ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଛି । ସୁନାମଧ୍ୟନ୍ୟ ଗାୟକ ଯୁବ ସମ୍ରାଟ ନୃସିଂହ ହୋତା ଓ ଗାୟକ ସନା ଦାସଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହେଉଛି । ଏହି ଅବସରରେ ଖାନ୍ଦରାପୁରରେ ପାଲା ମହାମଂଚ ସମ୍ମିଳନୀର ଆୟୋଜନ କରାଯାଇଛି । ମା ସରସ୍ୱତୀ ପୂଜା କମିଟି ଓ ଗ୍ରାମବାସୀଙ୍କ ସହାୟତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande